ଉତ୍ତର କୋରିଆର ‘ମନ୍‌ଷ୍ଟର୍‌ ମିସାଇଲ୍‌’ ଉତ୍‌କ୍ଷେପଣ ପର୍ଯ୍ୟବେକ୍ଷଣ କ‌ଲେ କିମ୍‌ ଜୋଙ୍ଗ୍‌ ଉନ୍‌ ଓ ତାଙ୍କ ଝିଅ ଜୁ’ ଆୟେ

ସିଓଲ୍‌: ଅଳ୍ପଦିନ ତଳେ ଝିଅ ସହିତ ମିଶି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ପ୍ରତ୍ୟକ୍ଷ ଭାବେ ଦେଶର ସବୁଠୁ ଶକ୍ତିଶାଳୀ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ର ବ୍ୟବହାରିକ ଉତ୍‌କ୍ଷେପଣର ପର୍ଯ୍ୟବେକ୍ଷଣ କରିଥିବା ସମୟ ଫଟୋ ରାଷ୍ଟ୍ରାୟାତ ଗଣମାଧ୍ୟମ ପ୍ରକାଶ କରିଛି। ଗୁରୁବାର ଦିନ ଉତ୍‌କ୍ଷେପଣ କରାଯାଇଥିବା ‘ହ୍ବାସୋଙ୍ଗ୍‌-୧୭’ କ୍ଷେପଣାସ୍ତ୍ରଟି ହେଉଛି ଚଳିତ ବର୍ଷ ପିୟୋଗ୍ୟାଙ୍ଗ୍‌ର ଦ୍ବିତୀୟ ‘ଆଇସିବିଏମ୍‌’ ପରୀକ୍ଷଣ ବୋଲି ରାଷ୍ଟ୍ରାୟାତ ‘କୋରିୟାନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ (କେସିଏନ୍‌ଏ) … Continue reading ଉତ୍ତର କୋରିଆର ‘ମନ୍‌ଷ୍ଟର୍‌ ମିସାଇଲ୍‌’ ଉତ୍‌କ୍ଷେପଣ ପର୍ଯ୍ୟବେକ୍ଷଣ କ‌ଲେ କିମ୍‌ ଜୋଙ୍ଗ୍‌ ଉନ୍‌ ଓ ତାଙ୍କ ଝିଅ ଜୁ’ ଆୟେ